ପରୀ ହତ୍ୟାକାଣ୍ଡ ମାମଲା: ପୋଖରୀରୁ ପାଣି ଶୁଖାଇବା କାର୍ଯ୍ୟ ଜାରି

Advertisment
ପରୀ ହତ୍ୟାକାଣ୍ଡ ମାମଲା: ପୋଖରୀରୁ ପାଣି ଶୁଖାଇବା କାର୍ଯ୍ୟ ଜାରି

ନୟାଗଡ଼: ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ଅଗ୍ନିଶମ, ଓଡ୍ରାଫ୍ଟ ଟିମ୍ ଜରିଆରେ ଏସ୍ ଆଇ ଟିର ପୋଖରୀରୁ ପାଣି ଶୁଖାଇବା କାର୍ଯ୍ୟ ଜାରି। ସକାଳା ୧୦ ଟାରୁ ପାଣି ବୁହା କାର୍ଯ୍ୟ ଚାଲିଛି। ଯଦୁପୁରର ଉକ୍ତ ପୋଖରୀ ହୁଡାରୁ ପରୀ ଶବ ମିଳିଥିଲା । ଏହି ପୋଖରୀ ଅଭିଯୁକ୍ତ ସରୋଜ ବାଡି ପାର୍ଶ୍ବରେ ରହିଛି। ପରୀର ଲେଗିନ୍ସ ସମେତ ଶରୀରର ଅନ୍ୟାନ୍ୟ ହାଡ଼ ଆଦି ଉକ୍ତ ପୋଖରୀ ରୁ ମିଳିବା ସମ୍ଭାବନା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe