ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଘଟଣା : ଡାକ୍ତରଖାନା ମାଲିକଙ୍କୁ ଖୋଜୁଛି ପୁଲିସ

Advertisment
ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

କେନ୍ଦୁଝର: କେନ୍ଦୁଝର ସହରରେ ଥିବା ଏକ ଘରୋଇ ଡାକ୍ତରଖାନା (ପହି ଡାକ୍ତରଖାନା)ରେ ଚିକିତ୍ସାରେ ଅବହେଳାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଡାକ୍ତରଖାନାର ମାଲିକ ଡାକ୍ତର ଜଗନ୍ନାଥ ପହିଙ୍କ ବିରୋଧରେ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଡାକ୍ତର ପହିଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପୁଲିସ ତାଙ୍କ ବୟାନ ରେକର୍ଡ ପାଇଁ ଉଦ୍ୟମ କରିଛି। ତେବେ ସେ କ୍ଲିନିକରେ ନଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe