ପିସିସି ପକ୍ଷରୁ ୩୩ ଜିଲ୍ଲା ପ୍ରଭାରୀଙ୍କ ତାଲିକା ଜାରି, ଡିସେମ୍ବର ୧୫ସୁଦ୍ଧା ସୁଦ୍ଧା ଗଠନ ହେବ ଜିଲ୍ଲା ଓ ବ୍ଲକ୍‌ କମିଟି

Advertisment
ପିସିସିର ନୂତନ ସୋସିଆଲ ମିଡିଆ କମିଟି

The Sentinel

ଭୁବନେଶ୍ବର : ତୃଣମୂଳ ସ୍ତରରୁ କଂଗ୍ରେସ ସଂଗଠନକୁ ମଜବୁତ କରାଯିବ। ଏଥିପାଇଁ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଏହାସହିତ ସମ୍ପୃକ୍ତ ପ୍ରଭାରୀମାନେ ଜିଲ୍ଲା ଗସ୍ତ କରି ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ଜିଲ୍ଲା ଓ ବ୍ଲକ ସ୍ତରୀୟ କଂଗ୍ରେସ କମିଟି ଗଠନ ପାଇଁ ସୁପାରିସ୍‌ କରିବାକୁ ଶ୍ରୀ ପଟ୍ଟନାୟକ ପ୍ରଭାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe