ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ୍‌ ନେଇ ଅସନ୍ତୋଷ

Advertisment
ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ୍‌ ନେଇ ଅସନ୍ତୋଷ

ପୁରୀ : ପୁଣିଥରେ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ୍‌ ହୋଇଛି। ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା ଥିବାବେଳେ ଶ୍ରୀମନ୍ଦିରର ଭିତର ଦୃଶ୍ୟ ଭାଇରାଲ୍‌ ହେବା ନେଇ ଭକ୍ତମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକର ସଞ୍ଜୟ ପାଢ଼ୀଶର୍ମା ନାମକ ଜଣେ ଜ୍ୟୋତିଷ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଶ୍ରୀମନ୍ଦିରର ଭିତର ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ଲକ୍ଷ୍ମୀ ମନ୍ଦିର ନିକଟରେ ଉଠାଯାଇଥିବା ଦେଖିବାକୁ ମିଳିଛି। ଶ୍ରୀ ପାଢ଼ୀଶର୍ମା ଗୋଟିଏ ନୁହେଁ, ଏହିପରି ୪ଟି ଫଟୋ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ପୋଷ୍ଟ କରିଛନ୍ତି। ଏ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe