ଫୁଲବାଣୀ: ନାଳରୁ ଯୁବକଙ୍କ ଶବ ଉଦ୍ଧାର

ଫୁଲବାଣୀ: ନାଳରୁ ଯୁବକଙ୍କ ଶବ ଉଦ୍ଧାର

ଫୁଲବାଣୀ: ରବିବାର ପୂର୍ବାହ୍ନ ୧୧ଟାବେଳେ ଖଜୁରିଆପଡ଼ା ଥାନା ଅନ୍ତର୍ଗତ ତିତ୍ରାପଙ୍ଗା ପାଖର ଏକ ନାଳରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ବ୍ରଜବନ୍ଧୁ କଅଁର। ତାଙ୍କ ଘର କୁଡ଼ପଦା। ଖଜୁିଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ଘଟନାସ୍ଥଳରୁ ପୁଲିସ ଏକ ମୋଟର୍‌ସାଇକେଲ୍‌ ଉଦ୍ଧାର କରାଯାଇଛି। ତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe