ଗୋରୁ ବୋଝେଇ ପିକଅପ୍ ଜବତ, ଡ୍ରାଇଭର ଫେରାର

Advertisment
ଗୋରୁ ବୋଝେଇ ପିକଅପ୍ ଜବତ, ଡ୍ରାଇଭର ଫେରାର

ବାଲେଶ୍ୱର : ସିମୁଳିଆ ଥାନା ଗୋଆଗଡ଼ିଆ ନିକଟରେ ଏକ ଗୋରୁ ବୋଝେଇ ପିକଅପ୍ ଜବତ ହୋଇଛି। ତେବେ ଗାଡ଼ିର ଡ୍ରାଇଭର ଫେରାର ହୋଇ ଯାଇଛନ୍ତି।

publive-image

ଗତକାଲି ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଗାଡ଼ି ବେତଡ଼ା ଦେଇ ବାଲେଶ୍ଵର ଅଭିମୁଖେ ଯାଉଥିଲା। ଗୋଆଗଡ଼ିଆ ନିକଟରେ ସ୍ଥାନୀୟ ଗ୍ରାମବାସୀ ଗାଡ଼ିକୁ ଅଟକାଇ ସିମୁଳିଆ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସିମୁଳିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ୧୦ ଗୋରୁଙ୍କୁ ମଇତାପୁର ଗୋଶାଳାକୁ ନେଇ ଛାଡ଼ି ଥିଲା। ଗାଡ଼ିର ଡ୍ରାଇଭର ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe