ପିପିଲି ଉପନିର୍ବାଚନର ପୋଷ୍ଟାଲ ବାଲଟ୍ ଗଣତି: ବିଜେଡିକୁ ସର୍ବାଧିକ ୫୭୨ ଖଣ୍ଡ ଭୋଟ୍

Advertisment
ପିପିଲି ଉପନିର୍ବାଚନପିପିଲି ଉପନିର୍ବାଚନ: ୧୮ ରାଉଣ୍ଡ ଗଣତି ଶେଷ, ବିଜେଡି ପ୍ରାର୍ଥୀ ୨୦,୭୫୧ ଭୋଟରେ ଆଗୁଆ

ପୁରୀ: ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଏବେ ପୋଷ୍ଟାଲ ବାଲଟ୍ ଗଣତିର ଫଳାଫଳ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ମୋଟ ୯୨୪ ପୋଷ୍ଟାଲ ବାଲଟ୍ ଭିତରୁ ବିଜେଡିକୁ ସର୍ବାଧିକ ୫୭୨ ଖଣ୍ଡ ଭୋଟ୍ ମିଳିଛି। ଅପରପକ୍ଷରେ ବିଜେପିକୁ ୨୭୧, କଂଗ୍ରେସକୁ ୨୪, ଡଙ୍ଗା ଚିହ୍ନକୁ ୧ ଓ ବ୍ୟାଟ୍ ଚିହ୍ନକୁ ୧ ଖଣ୍ଡ ଭୋଟ୍ ମିଳିଛି। ଏହାଛଡ଼ା ୫୪ ଖଣ୍ଡ ଭୋଟ୍ ନାକଚ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe