ବାଚସ୍ପତିଙ୍କୁ ଘେରିଲା ବିଜେପି

Advertisment
ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ: ବିଜେପି

ଭୁବନେଶ୍ବର : ବିଜେଡିରୁ ଇସ୍ତଫା ଦେଇଥିବା ୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରାଯିବାକୁ ବିଜେପି ସମାଲୋଚନା କରିଛି। ଦଳର ଉପସଭାପତି ତଥା ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି, ସରକାରୀ ଦଳର ମୁଖ୍ୟ ସଚେତକ ଅମର ଶତପଥୀଙ୍କ ପିଟିସନ୍ ଆଧାରରେ ରାତି ଅଧିଆ‌ ଭାବେ ବାଚସ୍ପତି ଯେପରି ନିଷ୍ପତ୍ତି ନେଲେ, ତାହା ବିଜେଡିର ଭୟକୁ ପରିପ୍ରକାଶ କରୁଛି। ନିର୍ବାଚନ ପରାଜୟ ଭୟରେ ବିଜେଡି ଭୋକ ବିକଳରେ ତାଟିଆ କାମୁଡ଼ୁଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଇସାରାରେ ବାଚସ୍ପତି ପ୍ରଦୀପ ଅମାତ ତାଙ୍କ ପଦବିର ଅପବ୍ୟବହାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe