+୨ ଖାତାଦେଖାରେ ଅଧ୍ୟାପକଙ୍କ ଅସହଯୋଗ ପ୍ରସଙ୍ଗ: ୧୮୦ ଅଧ୍ୟାପକଙ୍କୁ ନିଲମ୍ବନ ନିର୍ଦ୍ଦେଶ

Advertisment
+୨ ଖାତାଦେଖାରେ ଅଧ୍ୟାପକଙ୍କ ଅସହଯୋଗ ପ୍ରସଙ୍ଗ: ୧୮୦ ଅଧ୍ୟାପକଙ୍କୁ ନିଲମ୍ବନ ନିର୍ଦ୍ଦେଶ

ଭୁବନେଶ୍ୱର: ଯୁକ୍ତ ୨ ଖାତାଦେଖାରେ ଅଧ୍ୟାପକଙ୍କ ଅସହଯୋଗ ପ୍ରସଙ୍ଗରେ ୧୮୦ ଅଧ୍ୟାପକଙ୍କୁ ମଙ୍ଗଳବାର ନିଲମ୍ବନ ନିର୍ଦ୍ଦେଶ ହୋଇଛି। ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନିଲମ୍ବନ ପାଇଁ ନିର୍ଦ୍ଦେଶ ହୋଇଥିବା ଜଣାପଡ଼ିଛି। ୧୩୬ଟି କଲେଜର ପରିଚାଳନା କମିଟିକୁ ଚିଠି ହୋଇଛି।

ଅନ୍ୟପକ୍ଷରେ ବିଭିନ୍ନ ଦାବି ନେଇ ଚାଲିଥିବା ଆନ୍ଦୋଳନକୁ ଶକ୍ଷକ ସଂଘ ଜାରି ରଖିବାକୁ ଚେତାବନୀ ଦେଇଛି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଶିକ୍ଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି। ସତ୍ୟପାଠ ଉଚ୍ଛେଦ ଦାବି ମାନିନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି। ଶିକ୍ଷକ, ଅଧ୍ୟାପକ ଆବାହକ ମଣ୍ଡଳୀ ପକ୍ଷରୁ ମିଳିିଥିବା ସୂଚନା ଅନୁସାରେ ଆସନ୍ତା ଏପ୍ରିଲ ୧୮ରେ ଏ ନେଇ ମହାମଞ୍ଚର ମହାସମାବେଶ ହେବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe