୨୯ କଲେଜରେ ସମସ୍ତେ ପାସ୍‌, ୯ କଲେଜରେ ସମସ୍ତେ ଫେଲ୍‌

Advertisment
୨୯ କଲେଜରେ ସମସ୍ତେ ପାସ୍‌, ୯ କଲେଜରେ ସମସ୍ତେ ଫେଲ୍‌

ମା’ ଭବାନୀ ସାଇନ୍ସ ରେସିଡେନ୍ସିଆଲ୍‌ କଲେଜ
ଜଳେଶ୍ବର କଲେଜ, ରାଧାନଗର
ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର
କଳିଙ୍ଗ କଲେଜ, ତାରପୁର
ଏସ୍‌ ଭିଏମ୍‌ ରେସିଡେନ୍ସିଆଲ୍‌ ସାଇନ୍ସ କଲେଜ, କେଶବଧାମ
ଏକଲବ୍ୟ ମଡେଲ ‌ରେସିଡେନ୍ସିଆଲ୍‌ କଲେଜ, ଶିରିଗୁଡ଼ା
ଗଡ଼ିଆ ଆଞ୍ଚଳିକ କଲେଜ, ଗଡ଼ିଆ, ମୟୂରଭଞ୍ଜ
ଦତ୍ତ ରେସିଡେନ୍ସିଆଲ୍‌ କଲେଜ, ବାରିପଦା
ସାଇ ବିଦ୍ୟାମନ୍ଦିର, ବାଘ୍ରା‌ରୋଡ୍‌, ମୟୂରଭଞ୍ଜ
ପୂର୍ଣ୍ଣଚନ୍ଦ୍ର କଲେଜ, ରଘୁନାଥପୁର
ସ୍ଥିତପ୍ରଜ୍ଞା କଲେଜ, ଭୁବନେଶ୍ବର
ରାମଚଣ୍ଡୀ ସାଇନ୍ସ ରେସିଡେନ୍ସିଆଲ୍‌ କଲେଜ
ବ୍ଲୁ ହୁଇଲ୍‌ କଲେଜ, ଚାନ୍ଦପୁର
ଇନ୍‌ସପାୟର୍‌ ସାଇନ୍ସ ରେସିଡେନ୍ସିଆଲ୍‌ କଲେଜ, ନୟାଗଡ଼
ଓମ୍‌ ଶାନ୍ତି କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି
ଶ୍ରୀଜଗନ୍ନାଥ ସାଇନ୍ସ ରେସିଡେନ୍ସିଆଲ୍‌ କଲେଜ
ହଂସରାଜ କଲେଜ, ଉତ୍ତରାଶାସନ
ସରସ୍ବତୀ ଜ୍ଞାନ ମନ୍ଦିର ସାଇନ୍ସ କଲେଜ
ଟେମ୍ପୁଲ ସିଟି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବେସିକ୍‌ ସାଇନ୍ସ
କ୍ରିପ୍‌ଟନ୍‌ ସାଇନ୍ସ କଲେଜ, ଭୁବନେଶ୍ବର
ଜୁପିଟର ଓମେନ୍ସ ସାଇନ୍ସ କଲେଜ, ଭୁବନେଶ୍ବର
ଉଇଜ୍‌ଡମ୍‌ ରେସିଡେନ୍ସିଆଲ୍‌ କଲେଜ, ନନ୍ଦପୁର
ସାରସ୍ବତୀ ରେସିଡେନ୍ସିଆଲ୍‌ କଲେଜ, ପୂରଣ
ଜୁପିଟର ସାଇନ୍ସ ଆଣ୍ଡ କମର୍ସ କଲେଜ
ପଦ୍ମଶ୍ରୀ କେ ଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ
ଶ୍ରୀ ଆଦିତ୍ୟ କଲେଜ, ଭାଲୁବାହାଲ
ସେଭେନ୍‌ ହିଲ୍‌ସ କଲେଜ, ପଢ଼ିଆପଲ୍ଲି
ଆପ୍ରାଇଜ୍‌ ସାଇନ୍ସ କଲେଜ, ଅଁଇଠାପାଲି
ଗୁରୁକୁଳ ସାଇନ୍ସ ରେସିଡେନ୍ସିଆଲ୍‌ କଲେଜ, ଶଙ୍କରା

୯ କଲେଜରେ ସମସ୍ତେ ଫେଲ୍‌

ଶ୍ରୀଜଗନ୍ନାଥ ଦେବ କଲେଜ, ମଣ୍ଡଳ, ବଲାଙ୍ଗୀର
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର
ଏଚ୍‌ ଏସ୍‌ ସ୍କୁଲ ଅଫ୍‌ ଆର୍ଟ ଆଣ୍ଡ କଲଚର, ସରଖାଇ
ବେଲଗୁଣ୍ଠା ମହିଳା କଲେଜ, ବେଲଗୁଣ୍ଠା
କେ ପି ‌ଡି ମହିଳା କଲେଜ, ଦଶପଲ୍ଲା
ଏସ୍‌ ଆର ଏମ୍‌ ସି କଲେଜ, ଭୁବନେଶ୍ବର
ନାନୋ ସାଇନ୍ସ କଲେଜ, ଭୁବନେଶ୍ବର
ଶ୍ରୀ ଅରବିନ୍ଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଟିଗ୍ରାଲ ଏଜୁକେସନ ଓ ରିସର୍ଚ୍ଚ
ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି, ଗୋବରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe