ଭୁବନେଶ୍ବର : ରାଜ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ହିତାଧିକାରୀ ଚୟନ ନେଇ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି। କୃଷିମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ଯେହେତୁ ଅନ୍ୟ ରାଜ୍ୟଗୁଡ଼ିକ ଏହି ଯୋଜନାରୁ ମୁହଁ ଫେରେଇ ନେଇଛନ୍ତି ସେଥିପାଇଁ ସରକାର ଏହି ଯୋଜନାକୁ ସ୍ବାଗତ କରିଥିଲେ ବି ଏ ନେଇ ଅଧିକ ତର୍ଜମା କରୁଛନ୍ତି। କାଳିଆ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବାବେଳେ ସମୟାନୁଯାୟୀ କେନ୍ଦ୍ରୀୟ ଯୋଜନା ଲାଗୁ କରିବାକୁ ସରକାର ସଚେତନ ଥିବା କହିଛନ୍ତି କୃଷି ମନ୍ତ୍ରୀ।
ପିଏମ କିଷାନ ସମ୍ମାନ ନିଧି ଯୋଜନା ହିତାଧିକାରୀ ଚୟନ ପ୍ରସଙ୍ଗ : ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି: କୃଷି ମନ୍ତ୍ରୀ
Advertisment
Follow Us