ବାଲିଗୁଡ‌ା ୫୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

Advertisment
ବାଲିଗୁଡ‌ା ୫୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା : ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ପୁଲିସ ଓ ଅବକାରୀ ବିଭାଗର ମିଳିତ ନେତୃତ୍ବରେ ଚଢାଉ କରାଯାଇ ୧୫୦ ଏକର ଜମିରେ ଚାଷ ହୋଇଥିବା ପ୍ରାୟ ୫୦ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କରାଯାଇଛି। ବାଲିଗୁଡ଼ା ଏସଡ଼ିପିଓ ନିତିନ କୁମାର କୁଶଲକର ଦାଗୁଡୁଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ପଞ୍ଚାୟତର ବିଭିନ୍ନ ସରକାରୀ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଚାଷକୁ ନିଆଁ ଲଗାଇ ନଷ୍ଟ କରାଯାଇଥିଲା। ଚଢ଼ାଉରେ ବାଲିଗୁଡ଼ା ଥାନା ଡ଼ିଏସପି, ଆଇଆଇସି, ଅବକାରୀ ବିଭାଗର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe