Police Assault Allegations: ଡ୍ରାଇଭରଙ୍କୁ ପୁଲିସର ମାଡ଼ ଅଭିଯୋଗ,ଥାନା ଆଇଆଇସି ଖଣ୍ଡନ କଲେ

Advertisment

ଟ୍ରକ ଡ୍ରାଇଭରକୁ ପୁଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଡ୍ରାଇଭର ହେଉଛନ୍ତି ଵିନିକା ଥାନା ଦେଣ୍ଡୁପଦର ଗାଁର ୪୮ ବର୍ଷ ବୟସ୍କ ପ୍ରେମାନନ୍ଦ ପର୍ଡିଆ। ତାଙ୍କୁ ପୁଲିସ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି...

ଟ୍ରକ ଡ୍ରାଇଭରକୁ ପୁଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଡ୍ରାଇଭର ହେଉଛନ୍ତି ଵିନିକା ଥାନା ଦେଣ୍ଡୁପଦର ଗାଁର ୪୮ ବର୍ଷ ବୟସ୍କ ପ୍ରେମାନନ୍ଦ ପର୍ଡିଆ। ତାଙ୍କୁ ପୁଲିସ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି...

Police beat up driver

Police beat up driver Photograph: (sambad.in)

ବିନିକା: ଟ୍ରକ ଡ୍ରାଇଭରକୁ ପୁଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଡ୍ରାଇଭର ହେଉଛନ୍ତି ବିନିକା ଥାନା ଦେଣ୍ଡୁପଦର ଗାଁର ୪୮ ବର୍ଷ ବୟସ୍କ ପ୍ରେମାନନ୍ଦ ପର୍ଡିଆ। ତାଙ୍କୁ ପୁଲିସ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି।

ଡ୍ରାଇଭରଙ୍କୁ ଚିକିତ୍ସା ଲାଗି ବିନିକା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଜାମପାଲି ଛକରେ ପୁଲିସ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। 

ଆହୁରି ପଢ଼ନ୍ତୁ:Condolence Sanchita Mohanty ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଗୁରୁବାର ରାତି ସାଢେ ଦଶଟାରେ ବିନିକା ଥାନା ଦେଣ୍ଡୁପଦର ଗାଁର ଟ୍ରକ ଡ୍ରାଇଭର ପ୍ରେମାନନ୍ଦ ପର୍ଡିଆ  ରାସ୍ତା କଡରେ OD17 A E-3480 ଟ୍ରକ ଅଟକାଇ ଖାଇବାକୁ ଯାଉଥିବା ବେଳେ ଵିନିକା ପୁଲିସମାନେ ମାଡ଼ ମାରିଥିଲେ।।

ଅଭିଯୋଗ ମିଛ, କହିଲେ ଆଇଆଇସି

ଟ୍ରକ ଡ୍ରାଇଭର ଆହତ ହୋଇ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏପଟେ ବିନିକା ଥାନା ଅଧିକାରୀ ସତ୍ୟନାରାୟଣ  ପ୍ରଧାନଙ୍କୁ ପଚାରିବାରୁ ସବୁ ମିଛକଥା ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ:Speech BJD President କିଛି ଲୋକ ବିଜେଡି ଭାଙ୍ଗିଯିବ ଓ ଆଉ ରହିବନି ବୋଲି ଅପପ୍ରଚାର କରୁଛନ୍ତି: ନବୀନ ପଟ୍ଟନାୟକ

ରିପୋର୍ଟ: ଅକ୍ଷୟ କୁମାର ପୁଜାହାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe