ଭୁବନରେ ଚାଲିଛି ନାକ ଚେକ

Advertisment
ଭୁବନରେ ଚାଲିଛି ନାକ ଚେକ

ଭୁବନ : ଭୁବନ ପୋଲିସ ପକ୍ଷରୁ ରାଜରାସ୍ତାରେ ଚାଲିଛି ନାକ ଚେକ। ରାସ୍ତାରେ ଯାଉଥିବା ସମସ୍ତ ମୋଟର ସାଇକେଲ ଆରୋହୀଙ୍କ ଗାଡିର ଡିକ୍ ଚେକ କରାଯାଇ ମାରଣାସ୍ତ୍ର, ମଦ ଓ ଅନ୍ୟାନ୍ୟ ଆପତିଜନକ ସାମଗ୍ରୀକୁ ଚେକ କରାଯାଇଛି। ତା ସହିତ ମାସ୍କ ମଧ୍ୟ ଚେକିଂ ଚାଲିଛି। ଏହି କ୍ରମରେ ଭୁବନ କାଳୀ ବଜାର ଠାରେ ଥାନାଧିକାରୀ ଜିତେନ୍ଦ୍ର ସାହୁ, ଏଏସ ଆଇ ରମେଶ୍ ସ୍ୱାଇଁ, ପ୍ରଭାତ ନାୟକ ଉପସ୍ଥିତ ରହି ଚେକ କରୁଥିବାର ଦେଖାଯାଇଛି। ସମସ୍ତ କାର୍ଯ୍ୟ ଢେଙ୍କାନାଳ ଦାୟିତ୍ୱରେ ଥିବା ଅନୁଗୁଳ ଏସପ ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe