ବଡ଼ଦିନ ପାଇଁ ପୁଲିସ୍‌ର ଫ୍ଲାଗମାର୍ଚ୍ଚ

Advertisment
ବଡ଼ଦିନ ପାଇଁ ପୁଲିସ୍‌ର ଫ୍ଲାଗମାର୍ଚ୍ଚ

ଘୁ.ଉଦୟଗିରି : ବଡ଼ଦିନ ପର୍ବ ପାଳନ ପାଇଁ ଘୁ,ଉଦୟଗିରି ସହର ଚଳଚଂଚଳ ହୋଇଛି । ବଡ଼ଦିନକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ସମସ୍ତ ଚର୍ଚ୍ଚରେ ସୁରକ୍ଷା ଯବାନ ମୁତୟନ କରାଯାଇଛି। ସମୁଦାୟ ୨ ପ୍ଲାଟୁନ୍‌ ସୁରକ୍ଷା ଯବାନ ନିୟୋଜିତ କରାଯାଇଛି। ଦିବାରାତ୍ର ପାଟ୍ରୋଲିଂ କରାଯିବା ସହ କଳିଙ୍ଗା ଏବଂ ଘୁ,ଉଦୟଗିରି ସହରରେ ନାକା ଲାଗିବା ପ୍ରବେଶ ପଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

publive-image

ଘୁ,ଉଦୟଗିରି ସହରର ଟେଲିଫୋନ ଭବନ ସମୁଖ ଏବଂ କଳିଙ୍ଗା ମୁଖ୍ୟ ରାସ୍ତାରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe