ସମ୍ବଲପୁର : ମହରମ୍ ପାଇଁ ସମ୍ବଲପୁର ପୁଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ ଗୁରୁବାର ସନ୍ଧ୍ୟାରେ କରାଯାଇଛି। ଧନକଉଡ଼ା ଛକଠାରୁ ଦଳେଇପଡ଼ାର ଟିଣବାଡ଼ି ଯାଏ ପୁଲିସ ଫ୍ଲାଗମାର୍ଚ୍ଚ କରିଛି।
/sambad/media/post_attachments/wp-content/uploads/2023/07/sambalpur-fl2-656x430.jpg)
ଏସ୍ପିଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ଅତିରିକ୍ତ ଏସ୍ପି, ଏସ୍ଡିପିଓ, ଥାନାଧିକାରୀଙ୍କ ସମେତ ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ଫ୍ଲାଗ୍ମାର୍ଚ୍ଚରେ ସାମିଲ ହୋଇଥିଲା। ସହରରେ ଶାନ୍ତି ଶୃଙ୍ଖଳାର ସହିତ କିପରି ମହରମ ପାଳନ ହେବ ସେଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
Follow Us