ରାଇରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା : ଆଇଆଇସି ନିଲମ୍ବିତ, ୨ ଅଭିଯୁକ୍ତ କୋର୍ଟଚାଲାଣ

ରାଇରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା : ଆଇଆଇସି ନିଲମ୍ବିତ, ୨ ଅଭିଯୁକ୍ତ କୋର୍ଟଚାଲାଣ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣାରେ ଆଜି ଝାରପୋଖରିଆ ଥାନା ଆଇଆଇସି ଶରତ କୁମାର ମହାଳିକଙ୍କୁ ରାଜ୍ୟ ପୁଲିସ ଡିଜି ନିଲମ୍ବନ କରିଛନ୍ତି।

ସେପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ସୌମ୍ୟରଂଜନ ସାହୁକୁ ଗତକାଲି ପୁଲିସ୍ କୋର୍ଟଚାଲାଣ କରିଥିବାବେଳେ ଆଜି ଅନ୍ୟ ଦୁଇ ଅଭିଯୁକ୍ତ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳକୁ ରାଇରଙ୍ଗପୁର ପୁଲିସ୍ କୋର୍ଟଚାଲାଣ କରିଛି। ପୀଡ଼ିତା ବାପାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତମାନଙ୍କ ବିରୋଧରେ ରାଇରଙ୍ଗପୁର ଟାଉନ ଥାନା କେସ୍ ନଂ ୧୫୪/୧୯ରେ ହତ୍ୟା ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe