ପୁଲିସ-ହାବିଲଦାର-କନଷ୍ଟେବଲ-ସିପାହୀ ମହାସଂଘର କାର୍ଯ୍ୟବନ୍ଦ ନିଷ୍ପତ୍ତି, ୫ରୁ ଆନ୍ଦୋଳନ

Advertisment
ପୁଲିସ-ହାବିଲଦାର-କନଷ୍ଟେବଲ-ସିପାହୀ ମହାସଂଘର କାର୍ଯ୍ୟବନ୍ଦ ନିଷ୍ପତ୍ତି, ୫ରୁ ଆନ୍ଦୋଳନ

ଭୁବନେଶ୍ୱର: ପୁଲିସ, ହାବିଲଦାର, କନଷ୍ଟେବଲ ଓ ସିପାହୀ ମହାସଂଘ ବୁଧବାର କାର୍ଯ୍ୟବନ୍ଦ ନିଷ୍ପତ୍ତି ନେଇଛି। ମହାସଂଘର ନିଷ୍ପତ୍ତି ଅନୁସାରେ ଆଗାମୀ ଫେବ୍ରୁଆରି ୫ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ। ୪ ଦଫା ଦାବିରେ ସରକାରଙ୍କ ସହ ଆଲୋଚନା ବିଫଳ ହେବାରୁ ଆନ୍ଦୋଳନ ହେବ। ମହାସଂଘର କର୍ମଚାରୀମାନେ ଆସନ୍ତା ୪ ତାରିଖରେ କଳା ବ୍ୟାଜ୍‌ ପିନ୍ଧି ଧାରଣାକୁ ଓହ୍ଲାଇବେ। ୫ ତାରିଖରୁ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe