ଜୟପୁରରେ ଇନ୍ଦିରା-ତାରା ବାହିନୀପତି-ଗୌତମଙ୍କ ମଧ୍ୟରେ ବଳ କଷାକଷି

ଜୟପୁରରେ ଇନ୍ଦିରା-ତାରା ବାହିନୀପତି-ଗୌତମଙ୍କ ମଧ୍ୟରେ ବଳ କଷାକଷି

ଜୟପୁର: ଜୟପୁର ବିଧାନସଭା ଆସନରେ ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। କଂଗ୍ରେସ ପକ୍ଷରୁ ଭେଟେରାନ୍ ନେତା ତାରା ବାହିନୀପତିଙ୍କୁ ଏହି ଆସନରୁ ରିପିଟ୍ କରାଯାଇଛି। ତାରା ବିଜୟୀ ହେବାକୁ ପୁରାଦମ୍‌ରେ ଲାଗିଛନ୍ତି। ସେହିପରି ବିଜେଡି ଏହି ବିଧାନସଭା ଆସନରେ ନୂଆ ମୁହଁ ଇନ୍ଦିରା ନନ୍ଦଙ୍କ ଉପରେ ଭରସା କରିଛି। ଇନ୍ଦିରା ଜୋରଦାର୍ ପ୍ରଚାର ଅଭିଯାନ ଜାରି ରଖିଛନ୍ତି।

ସେହିପରି ବିଜେପି ପକ୍ଷରୁ ଗୌତମ ସାମନ୍ତରାୟଙ୍କ ଉପରେ ଆଶା ପ୍ରକଟ କରାଯାଇଛି। ଇନ୍ଦିରା, ତାରା ବାହିନୀପତି ଏବଂ ଗୌତମଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe