ପ୍ରଦୀପ କୁମାର ରାୟ ଗୌହାଟି ଆଇଆଇଟିର ରେଜିଷ୍ଟ୍ରାର

ପ୍ରଦୀପ କୁମାର ରାୟ ଗୌହାଟି ଆଇଆଇଟିର ରେଜିଷ୍ଟ୍ରାର

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ଅଧୀନସ୍ଥ ବୈଜ୍ଞାନିକ ତଥା ‌ଔଦ୍ୟୋଗିକ ଅନୁସନ୍ଧାନ ପରିଷଦର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓଡ଼ିଶାର ପ୍ରଦୀପ କୁମାର ରାୟ ଗୌହାଟି ଆଇଆଇଟିର ରେଜିଷ୍ଟ୍ରାର ଭାବେ ଯୋଗଦାନ କରିଛନ୍ତି।

ଶ୍ରୀ ରାୟ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନରେ ବରିଷ୍ଠ ପଦପଦବିରେ ଅବସ୍ଥାପିତ ହୋଇ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଶ୍ରୀ ରାୟ ଭୁବନେଶ୍ବର ଏମ୍ସର ଉପନିର୍ଦ୍ଦେଶକ (ପ୍ରଶାସନ) ଥିଲାବେଳେ ତାହା ଦେଶର ଦ୍ବିତୀୟ ସର୍ବଶ୍ରେଷ୍ଠ ଏମ୍ସର ମାନ୍ୟତା ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe