ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା କମିଟି ଭଙ୍ଗ

୩ କଂଗ୍ରେସ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍‌

english.sakshi.com

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ ଛାତ୍ର କମିଟିର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା କମିଟି ଭଙ୍ଗ କରାଯାଇଛି। ଆଜି ଏକ ପ୍ରେସ୍‌ ବିବୃତି ଜାରି କରି ଜାତୀୟ ଛାତ୍ର କଂଗ୍ରେସ କମିଟି ରାଷ୍ଟ୍ରୀୟ ସମ୍ପାଦକ ରୋଶନ ଲାଲ୍‌ ବିଟୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe