ସମ୍ବଲପୁରୀ ଡିଜାଇନ୍‌ରେ ରଂଗେଇ ହେଲା ପ୍ରଧାନମନ୍ତ୍ରୀ ଆବାସ କଲୋନି

Advertisment

ଗୋଟିଏ ଦିନରେ ୨୭ ଘରର ହେବ ଗୃହ ପ୍ରବେଶ

ଗୋଟିଏ ଦିନରେ ୨୭ ଘରର ହେବ ଗୃହ ପ୍ରବେଶ

ଭୂମିହୀନଙ୍କୁ ଘରଡିହ ଯୋଗାଇବାରେ ବିଳମ୍ବ କରୁଛନ୍ତି ଓଡ଼ିଶା ସମେତ ୫ ରାଜ୍ୟ, ପ୍ରଧାନମନ୍ତ୍ରୀ ଆବାସ ଘର ଫେରାଇ ନେବାକୁ କେନ୍ଦ୍ରର ଚରମବାଣୀ

ସମ୍ବଲପୁର : ସମ୍ବଲପୁର ସହର ଉପକଣ୍ଠ ମାନେଶ୍ୱର-ହାଲିପାଲି ନିକଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟିଏ ସ୍ଥାନରେ ଏକା ସାଂଗରେ ୨୭ଟି ଗୃହ ନିର୍ମାଣ ହୋଇଛି। ଏହି ଘର ଗୁଡ଼ିକର ନିର୍ମାଣ ଶେଷ ହୋଇଥିଲାବେଳେ ଏହାକୁ ଆକର୍ଷଣୀୟ ସମ୍ବଲପୁରୀ ଡିଜାଇନ୍‌ରେ ରଂଗ କରାଯାଉଛି। ଆସନ୍ତା ଶନିବାର ଦୀପାବଳି ଦିନ ଏହି ଘର ଗୁଡ଼ିକର ସାମୂହିକ ଗୃହ ପ୍ରବେଶ ହେବ। ଗୋଟିଏ ସ୍ଥାନରେ ପୂଜା କାର୍ଯ୍ୟ ସହ ହିତାଧିକାରୀ ମାନଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe