ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ଶିଶୁଙ୍କୁ ପ୍ରଶଂସା

Advertisment
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ଶିଶୁଙ୍କୁ ପ୍ରଶଂସା

ସମ୍ବଲପୁର : ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ୨ ବର୍ଷ ୧୦ ମାସର ଶିଶୁ ଶୁଭସ୍ମିତା ସାହୁଙ୍କୁ ଇଣ୍ଡିଆ ବୁକ୍ ରେକର୍ଡ ପକ୍ଷରୁ ପ୍ରଶଂସା କରାଯାଇଛି। ଜଗତସିଂହପୁର ଜିଲ୍ଲାର ମୂଳନିବାସୀ ଶୁଭସ୍ମିତାଙ୍କ ପରିବାର ଏବେ ସମ୍ବଲପୁର ଅନୁଗୁଳିଆ ପଡ଼ାରେ ରହୁଛନ୍ତି। ଅଳ୍ପ ବୟସରେ ବିଭିନ୍ନ ବନ୍ୟପ୍ରାଣୀ, ପନିପରିବା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ନାମ, ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସମେତ ବିଭିନ୍ନ ନାମ ଖୁବ୍ କମ୍ ସମୟରେ ଉଚ୍ଚାରଣ କରିପାରୁଥିବାରୁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ଶୁଭସ୍ମିତାଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe