ସମ୍ବାଦ ସାହିତ୍ୟଘର, ବନବିଭାଗ ପକ୍ଷରୁ ବୃକ୍ଷ ରୋପଣ

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅର୍ନ୍ତଗତ ସାନପାଖନା ଗ୍ରାପର ନିରଂଜନ ଗ୍ରାମରେ ରାଇରଙ୍ଗପୁର ବନଖଣ୍ଡର ଗୋରୁମହିଷାଣୀ, ଧଳାବେଡ଼ା ସେକ୍ସନ, ନିରଂଜନ ଗ୍ରାମବାସୀ ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅର୍ନ୍ତଗତ ସାନପାଖନା ଗ୍ରାପର ନିରଂଜନ ଗ୍ରାମରେ ରାଇରଙ୍ଗପୁର ବନଖଣ୍ଡର ଗୋରୁମହିଷାଣୀ, ଧଳାବେଡ଼ା ସେକ୍ସନ, ନିରଂଜନ ଗ୍ରାମବାସୀ ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି।

Rairangpur

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅର୍ନ୍ତଗତ ସାନପାଖନା ଗ୍ରାପର ନିରଂଜନ ଗ୍ରାମରେ ରାଇରଙ୍ଗପୁର ବନଖଣ୍ଡର ଗୋରୁମହିଷାଣୀ, ଧଳାବେଡ଼ା ସେକ୍ସନ, ନିରଂଜନ ଗ୍ରାମବାସୀ ଓ ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି। ଗ୍ରାମର ନାଏକେ ବାବା ଶ୍ୟାମସୁନ୍ଦର ମୁର୍ମୁ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ଜାହିରାରରେ ପୂର୍ବରୁ  ବିଭିନ୍ନ ପ୍ରକାରର ମୋଟ୍ ୧୫୫୦ଟି ଚାରା ରୋପଣ କରାଯାଇଥିଲା।

ଶନିବାର ଶେଷଦିନରେ ୫୪୫ଟି ବୃକ୍ଷ ରୋପଣ କରାଯାଇଥିଲା। ବିଶ୍ୱ ପରିବେଶ ଦିବସଠାରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ସର୍ବମୋଟ୍ ୨୧୭୫ଟି ବୃକ୍ଷ ରୋପଣ କରାଯାଇଛି।

ତେବେ ଶନିବାର ଶେଷଦିନରେ ୫୪୫ଟି ବୃକ୍ଷ ରୋପଣ କରାଯାଇଥିଲା। ବିଶ୍ୱ ପରିବେଶ ଦିବସଠାରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ସର୍ବମୋଟ୍ ୨୧୭୫ଟି ବୃକ୍ଷ ରୋପଣ କରାଯାଇଛି। ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସମ୍ବାଦର ଜିଲ୍ଲା ପ୍ରତିନିଧ ତଥା ସଂଯୋଜକ ତୁଷାର କାନ୍ତ ମହାନ୍ତ, ସମ୍ବାଦ ସାହିତ୍ୟଘରର ସଭାପତି ତିମିର ରଂଜନ ପଣ୍ଡା, ସମ୍ପାଦକ ଦିଗାମ୍ବର ଗିର. ଉପସଭାପତି ବିଜୟ ରାମଙ୍କ ସମେତ ନାଏ ଶ୍ୟାମ ସୁନ୍ଦର ମୁର୍ମୁ, ଭିକାରୀ ଚରଣ ଟୁଡୁ, ଶ୍ରୀଧର ନାଏକ, ଗୁରୁପ୍ରସାଦ ମୁର୍ମୁ, ଅର୍ଜୁନ ପ୍ରସାଦ ଟୁଡୁ, କାଳିଦାସ ମୁର୍ମୁ, ରାମଦାସ୍ ମୁର୍ମୁ, ଟଟଂ ନାଏକ, ରାଜେଶ ବେହେରା, ଟଟା ନାଏକ, ଚୈତନ ମାଝୀ, ଗଣୈଶ ମାଝୀଙ୍କ ସମେତ ନିରଞନ ଗ୍ରାମର ଗ୍ରାମବାସୀମାନେ ବୃକ୍ଷ ରୋପଣ କରିଥିଲେ।

ତେବେ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ସମ୍ବାଦ ସାହିତ୍ୟଘରର ସହଯୋଗ ମିଳିଥିବାରୁ ଗ୍ରାମବାସୀମାନେ ଧନ୍ୟବାଦ ଅର୍ପଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe