ଶେଷ ପର୍ଯ୍ୟାୟରେ ତୈଳ ଉତ୍ତୋଳନ ପ୍ରସ୍ତୁତି

ଶେଷ ପର୍ଯ୍ୟାୟରେ ତୈଳ ଉତ୍ତୋଳନ ପ୍ରସ୍ତୁତି

ଗୋପ : ଗୋପ ବ୍ଲକ୍‌ କୁଶୁପୁରଠାରେ ଅଏଲ୍‌ ଇଣ୍ତିଆ ତରଫରୁ ତୈଳ ଓ ଗ୍ୟାସ୍‌ ଉତ୍ତୋଳନ ନିମନ୍ତେ ତିନି ମାସ ତଳେ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ଏବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

publive-image

ଆସନ୍ତା ସପ୍ତାହରେ ବୋରିଂ କାର୍ଯ୍ୟ ଚାଲିବ। ବୋରିଂ କାର୍ଯ୍ୟ ନିମନ୍ତେ ୫୦ ରୁ ଊର୍ଦ୍ଧ୍ବ ଇଞ୍ଜିନିୟର ଓ କର୍ମଚାରୀ ଗୋପଠାରେ ପହଞ୍ଚି ସାରିଥିବା ବେଳେ ବିଭିନ୍ନ ପ୍ରକାର ମେସିନ୍ ଆସି ପହଞ୍ଚିସାରିଛି। ମେସିନ୍‌ ଠିକ୍‌ ସ୍ଥାନରେ ଲଗାଇବା ପାଇଁ ଏହି କର୍ମଚାରୀମାନେ ପ୍ରସ୍ତୁତି ଚଳାଇଛନ୍ତି। ଏହି କର୍ମଚାରୀମାନଙ୍କ ଲାଗି ଏକ ଡାକ୍ତର ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe