ବଲାଙ୍ଗୀର ଆସିବେ ସର୍ବ ଭାରତୀୟ ମହିଳା କଂଗ୍ରେସ ସଭାପତି: ଶିକ୍ଷୟିତ୍ରୀ ମମିତାଙ୍କ ପରିବାରଙ୍କୁ ଭେଟିବେ

Advertisment
ବଲାଙ୍ଗୀର ଆସିବେ ସର୍ବ ଭାରତୀୟ ମହିଳା କଂଗ୍ରେସ ସଭାପତି: ଶିକ୍ଷୟିତ୍ରୀ ମମିତାଙ୍କ ପରିବାରଙ୍କୁ ଭେଟିବେ

Patrikai

ଭୁବନେଶ୍ୱର : ବଲାଙ୍ଗୀର ଗସ୍ତରେ ଆସିବେ ସର୍ବଭାରୀତୟ କାର୍ଯ୍ୟକାରୀ ମହିଳା କଂଗ୍ରେସ କମିଟି ସଭାପତି ନୀତା ଡି’ସୌଜା। ଶ୍ରୀମତୀ ନୀତା ଆସନ୍ତାକାଲି ସାଢ଼େ ୧୨ଟାରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ଅଧୀନ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ଗାଁ ଝରଣୀରେ ପହଞ୍ଚିବେ। ସେଠାରେ ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ କଣ୍ଟାବାଜି ଗସ୍ତ କରିବେ ବୋଲି ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe