କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ କେନ୍ଦ୍ରାପଡ଼ା ଏବଂ ମାର୍ଶାଘାଇରେ ଯାତ୍ରୀବାହୀ ଟ୍ରେନ ଚାଲି ପାରୁନି: ବିଜେଡି

Advertisment
ପାରଳା ଅର୍ବାନ ବ୍ୟାଙ୍କ ଘୋଟାଲାର ତଦନ୍ତ ହେବ

ଭୁବନେଶ୍ବର: କେନ୍ଦ୍ରାପଡ଼ାରେ ରେଳ ଲାଇନ ନେଇ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ କେନ୍ଦ୍ରାପଡ଼ା ଏବଂ ମାର୍ଶାଘାଇରେ ଯାତ୍ରୀବାହୀ ଟ୍ରେନ ଚାଲି ପାରୁନି। ଚଳାଚଳ ପ୍ରକ୍ରିୟାରେ ବିଳମ୍ବ ହେଉଛି। ଏହାକୁ ନେଇ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଆନ୍ଦୋଳନ ହେଉଛି। ତେଣୁ କେନ୍ଦ୍ରାପଡ଼ାରେ ତୁରନ୍ତ ଯାତ୍ରୀବାହୀ ଟ୍ରେନ ଚଳାଯିବା ଲାଗି ବିଜେଡି ଦାବି କରୁଛି।

ଏଣେ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି,  ୨୦୨୦ ମସିହା ସେପ୍ଟେମ୍ବର ୨୩ ତାରିଖରୁ ହରିଦାସପୁର-ପାରାଦ୍ୱୀପ ୮୨ କିଲୋମିଟର ରେଳ ପଥରେ ମାଲବାହୀ ଟ୍ରେନ ଚଳାଚଳ କରୁଛି। ନିୟମିତ ୨୦ଟି ମାଲବାହୀ ଟ୍ରେନ ଚାଳଚଳ କରୁଛି। ଯାତ୍ରୀବାହୀ ଟ୍ରେନ ଚାଳଚଳ ପାଇଁ ପରୀକ୍ଷାମୂଳକ ଚଳାଚଳ ଶେଷ ହୋଇଥିଲେ ବି ଚାଲି ପାରୁନି। ବିନା ମୂଲ୍ୟରେ ଜମି ଏବଂ ଅନ୍ୟ ଆନୁସଙ୍ଗିକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe