ପୁରୀ ଦେଉଳ ପୁରୋହିତଙ୍କ ଶାବର ଶ୍ରୀକ୍ଷେତ୍ର ପରିଦର୍ଶନ

Advertisment

ଶ୍ରୀମନ୍ଦିର ପୁରୀ ଦେଉଳ ପୁରୋହିତ ପ୍ରାଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଶାବର ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଓଡ଼ିଆ ନବବର୍ଷ ଅବସରରେ ସେ ଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ର ଆସି ସନ୍ଧ୍ୟା ସମୟରେ ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି...

priest of Puri Temple Visited Sabar Srikhetra

priest of Puri Temple Visited Sabar Srikhetra Photograph: (sambad.in)

କୋରାପୁଟ: ଶ୍ରୀମନ୍ଦିର ପୁରୀ ଦେଉଳ ପୁରୋହିତ  ପ୍ରାଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଶାବର ଶ୍ରୀକ୍ଷେତ୍ର  ଶ୍ରୀଜଗନ୍ନାଥ ମନ୍ଦିର  ପରିଦର୍ଶନ କରିଛନ୍ତି। ଓଡ଼ିଆ ନବବର୍ଷ ଅବସରରେ ସେ ଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ର ଆସି ସନ୍ଧ୍ୟା ସମୟରେ ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି।

ଏହା ସହିତ ମନ୍ଦିର ପରିସରରେ ଥିବା ଭାରତଖଣ୍ଡ, ଉତ୍କଳଖଣ୍ଡ ସହିତ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଓ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିଥିଲେ।

ଅଧିକ ପଢ଼ନ୍ତୁ: ମନରେଗାରେ ବଢ଼ିଲା ୨୧ଟଙ୍କା ମଜୁରୀ: କୋରାପୁଟର ୩ଲକ୍ଷ ଜବ୍‌କାର୍ଡଧାରୀ ଉପକୃତ ହେବେ

ଶାବର ଶ୍ରୀକ୍ଷେତ୍ରର ଏ ପବିତ୍ର ପରିବେଶକୁ ସର୍ବଧର୍ମର  ଶ୍ରଦ୍ଧାଳୁମାନେ  ଦର୍ଶନ କରିବାର ସୁଯୋଗ ପାଇ ପାରୁଥିବା ଜାଣି ଅତ୍ୟନ୍ତ ଆନନ୍ଦ ଅନୁଭବ କରିଥିଲେ। ତାଙ୍କ ସହିତ ପୁରୀ ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ଓଡ଼ିଶାର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ: ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ

Koraput | Sabar Srikhetra 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe