ଭୁବନେଶ୍ବର : ନୂଆଦିଲ୍ଲୀରେ ଆୟୋଜିତ ଗ୍ଲୋବାଲ ମିଲେଟ୍ ସମ୍ମିଳନୀ ଅବସରରେ ଆୟୋଜିତ ପ୍ରଦର୍ଶନୀରେ ଓଡ଼ିଆ ଚାଷୀ ସୁବାସା ମହନ୍ତଙ୍କ କାର୍ଯ୍ୟ ଦେଖିବା ସହିତ ବିହନ ସଂରକ୍ଷଣ ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ସୁବାସା ବର୍ଷାଧିକ ସମୟରେ ପ୍ରାକୃତିକ ଚାଷ କରିବା ସହିତ ବିହନ ସଂରକ୍ଷଣ କରି ଆସୁଛନ୍ତି। ଯାହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।
ଓଡ଼ିଆ ମିଲେଟ୍ ଚାଷୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
Advertisment
Follow Us