ହାଜତ ମୃତ୍ୟୁ ଘଟଣା: ୬ ମହଲା ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ଭାଇ

Advertisment
ଟାଉନ୍‌ ଥାନାରେ ହାଜତ ମୃତ୍ୟୁ! ବରଗଡ଼ ସହର ଅଶାନ୍ତ, ଜନତା-ପୁଲିସ୍‌ ଧସ୍ତାଧସ୍ତି

ବରଗଡ଼ : ହାଜତ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଖେଦାପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇଡ୍ରାମା ଦେଖିବାକୁ ମିଳିଛି। ଗୋଟିଏ ପଟେ ମୃତକ ଗୋବିନ୍ଦ କୁମ୍ଭାରଙ୍କ ପରିବାର, ଗ୍ରାମବାସୀ ଏବଂ ପୁଲିସ୍‌ ମଧ୍ୟରେ କଥା କଟାକଟି ଚାଲିଥିଲା। ଅନ୍ୟପଟେ ଗୋବିନ୍ଦଙ୍କ ଭାଇ ଜି‌ତେନ୍ କୁମ୍ଭାରଙ୍କ ଆତ୍ମହତ୍ୟା ଉଦ୍ୟମ ଯୋଗୁଁ ଅଡ଼ୁଆ ପରସ୍ଥିତି ଉପୁଜିଥିଲା। ପୁଲିସ୍‌ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ଦାବିରେ ଜିତେନ୍‌ ହସ୍ପିଟାଲର ୬ ମହଲା ଉପରକୁ ଚଢ଼ି ସେଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ପୁଲିସ୍‌ ଏବଂ ପରିବାରଲୋକେ ବୁଝାସୁଝା କରିବା ପରେ ତାଙ୍କୁ ତଳକୁ ଓହ୍ଲାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe