ବୌଦ୍ଧ ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ବୌଦ୍ଧ: ଏକ ହତ୍ୟାକାଣ୍ଡରେ ଆଜୀବନ ସଜା କାଟୁଥିବା ଜଣେ କଏଦୀ ବୌଦ୍ଧ ସ୍ବତନ୍ତ୍ର ଜେଲରେ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ୨୦୧୬ରେ ବାଉଁଶୁଣି ଥାନା ଜମଘାଟି ଗ୍ରାମର ରବୀନ୍ଦ୍ର ମେହେର ସ୍ଥାନୀୟ ଇଣ୍ଡିଆନ ଅଏଲ୍‌ ପେଟ୍ରୋଲ ଟାଙ୍କି ପଛପଟେ ନିଜ ବଡ଼ବାପା ଓ ବଡ଼ମା’ଙ୍କୁ ହତ୍ୟା କରିଥିଲେ।

କୋର୍ଟରେ ବିଚାର ହୋଇ ଆଜୀବନ ଜେଲ୍‌ ଦଣ୍ଡାଦେଶ ହୋଇଥିଲା। ଆତ୍ମହତ୍ୟା ବିଷୟରେ ଜେଲ୍‌ଅଧୀକ୍ଷକ ଆଲୋକ କରଙ୍କୁ ପଚାରିବାରେ ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe