୧୪ ବର୍ଷ ପରେ ଜେଲ୍‌ରୁ ମୁକ୍ତ ହେବେ ବନ୍ଦୀ

Advertisment
୭୦ ବର୍ଷୀୟା ମହିଳାଙ୍କୁ ଆଜୀବନ ଜେଲ୍‌ଦଣ୍ଡ

www.timesnownews.com

କଟକ : ୨୦୦୭ର ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ଜଣେ ବ୍ୟକ୍ତିଙ୍କୁ ତୁରନ୍ତ ମୁକ୍ତ କରିବାକୁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ନିମ୍ନ ଅଦାଲତ ରାୟକୁ ରଦ୍ଦ କରିବା ସହିତ ଦଣ୍ଡ ଅବଧିରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ୧୪ ବର୍ଷ ହେବ ଜେଲରେ ଥିବା କେନ୍ଦୁଝର ଜିଲ୍ଲା ଦୈତାରି ଥାନା ତଳପଡ଼ା ଗ୍ରାମର ରଂଜନ ଜୁଆଙ୍ଗ ଓରଫ ରାଇନା ଜେଲରୁ ମୁକ୍ତ ହେବାକୁ ଯାଉଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଚିତ୍ତରଂଜନ ସାହୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe