ଭୁବନେଶ୍ୱର: ଯାଦବପୁର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅଟଳ ଚୌଧୁରୀଙ୍କୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜି (ଭିସୁଟ୍)ର ନୂତନ କୁଳପତି ଭାବେ ନିଯୁୁକ୍ତି ଦିଆଯାଇଛି। ଆଜି ରାଜ୍ୟପାଳ ଡ. ଏସ.ସି.ଜମୀର ପ୍ରଫେସର ଚୌଧୁରୀଙ୍କୁ କୁଳପତି ଭାବେ ନିଯୁକ୍ତି ଦେଇଥିବା ରାଜଭବନ ପକ୍ଷରୁ ଜାରି ଏକ ଏକ ବିଜ୍ଞପ୍ତିିିରେ କୁହାଯାଇଛି।
ପ୍ରଫେସର ଅଟଳ ଚୌଧୁରୀ ‘ଭିସୁଟ’ର ନୂତନ କୁଳପତି ନିଯୁକ୍ତ
Advertisment
Follow Us