ଜେଏସଡବ୍ଲୁ ପ୍ରକଳ୍ପକୁ ତୀବ୍ର ବିରୋଧ: ଜନଶୁଣାଣି ବେଳେ ନାରାବାଜି

Advertisment
ଜେଏସଡବ୍ଲୁ ପ୍ରକଳ୍ପକୁ ତୀବ୍ର ବିରୋଧ: ଜନଶୁଣାଣି ବେଳେ ନାରାବାଜି

ଜଗତସିଂହପୁର: ଜନଶୁଣାଣି ବେଳେ ପାରାଦୀପରେ ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପକୁ ତୀବ୍ର ବିରୋଧ କରାଯାଉଛି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ଆଜି ଢ଼ିଙ୍କିଆରେ ବସିଥିବା ଜନଶୁଣାଣିକୁ ଢ଼ିଙ୍କିଆ ଗ୍ରାମବାସୀ ଜୋରଦାର ବିରୋଧ କରିଛନ୍ତି। ସଭାସ୍ଥଳ ଜେ ଏସ ଡବ୍ଲୁ ଗୋ ବ୍ୟାକ୍ ନାରାରେ ଫାଟୁଛି।

ସଭାସ୍ଥଳରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଜିଲ୍ଲାପାଳ ପାରୁଲ ପଟୱାରୀ, ଆରକ୍ଷୀ ଅଧୀକ୍ଷକ ଅଖିଳେଶ୍ବର ସିଂହ ଓ ଜେ ଏସ ଡବ୍ଲୁ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe