Representational image
ଭୁବନେଶ୍ୱର: ଉପନିର୍ବାଚନ ପାଇଁ ନଭେମ୍ବର ୩ ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଛୁଟି ରହିବ। ରାଜ୍ୟ ସରକାରଙ୍କ ଗୃହ (ନିର୍ବାଚନ) ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ କର୍ମଚାରୀଙ୍କୁ ସବୈତନିକ ଛୁଟି ମିଳିବ। ନିର୍ବାଚନ ମଣ୍ଡଳୀ ବାହାରେ ଚାକିରି କରୁଥିବା ଲୋକ ମଧ୍ୟ ଛୁଟିରେ ଘରକୁ ଯାଇ ଭୋଟ ଦେଇପାରିବେ। ସେହିଭଳି ଭୋଟ ଦେବା ପାଇଁ ବାହାରେ ଚାକିରି କରୁଥିବା ଲୋକ ଛୁଟି ନେଇପାରିବେ।
/sambad/media/post_attachments/wp-content/uploads/2020/10/3b5b45bd-9953-46c8-988b-d691011014ca-768x1024.jpg)
Follow Us