ପୁରୀ: ପୁରୀ-ହାୱଡା ଏକ୍ସପ୍ରେସ୍ ଆଜି ରାତିରେ ପୁରୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଛି ତେବେ ଏହି ସମୟରେ ଟ୍ରେନରେ କେହି ଯାତ୍ରୀ ନଥିଲେ। ପୁରୀରୁ ଯାତ୍ରୀ ନେଇ ଏହି ଟ୍ରେନ ହାଓଡା ଯାଇଥାନ୍ତା। ଏଥିପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା । ଟ୍ରେନ୍ର ୩ଟି ଖାଲି ବଗି ଲାଇନଚ୍ୟୁତ ହେବା କାରଣରୁ ସଂପୃକ୍ତ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ପୁରୀ-ହାୱଡା ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ
Advertisment
Follow Us