Sambad English
ଭୁବନେଶ୍ବର: ଜୁଲାଇ ୨୧ ତଥା ଗୁରୁବାର ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ଇନ୍ଦୋର ଏକ୍ସପ୍ରେସ(୨୦୯୧୮) ବାତିଲ ରହିବ। ଆଜି ଇନ୍ଦୋରରୁ ଛାଡ଼ିବାକୁ ଥିବା ଏହାର ସଂଯୋଗକାରୀ ଟ୍ରେନ୍ ୨୦୯୧୭ ଇନ୍ଦୋର-ପୁରୀ ଏକ୍ସପ୍ରେସ(୨୦୯୧୭) ବାତିଲ ହୋଇଥିବାରୁ ପୁରୀରୁ ଏହାକୁ ବାତିଲ କରାଯାଇଛି। ଗତ ମଧ୍ୟ ରାତ୍ରିରେ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ଥିବା ମଙ୍ଗଲ ମହୁଡି ଏବଂ ଲିମଖଡା ଷ୍ଟେସନ ମଧ୍ୟରେ ଏକ ପଣ୍ୟବାହୀ ଟ୍ରେନ୍ ଲାଇନ୍ଚ୍ୟୁତ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
Follow Us