Advertisment

ଆଜି ରଥକାଠ ପୂଜା

Advertisment
ଆଜି ରଥକାଠ ପୂଜା

ପୁରୀ : ଆସନ୍ତାକାଲି ସନ୍ଧ୍ୟାରେ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥକାଠ ପୂଜା ହେବାକୁ ରହିଛି। ଛତିଶା ନିଯୋଗ ବୈଠକ ସରିବା ପରେ ସନ୍ଧ୍ୟା ୭ଟା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଏହା ବିଧିମତେ ହେବାକୁ ରହିଛି। ଏହା ପରେ ରଥକାଠ ରଥ ଖଳାକୁ ଆସିବ। ୩ଟି ଧଉରା କାଠକୁ ରାଜଗୁରୁ ପୂଜାର୍ଚ୍ଚନା କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଶ୍ରୀମନ୍ଦିର ବରିଷ୍ଠ ତତ୍ଵାବଧାୟକ ସୁଦର୍ଶନ ମେକାପ ସୂଚନା ଦେଇଛନ୍ତି। ଆସନ୍ତାକାଲି ପୂଜା ସରିବା ପରେ ଆନୁଷ୍ଠାନିକ ଭାବରେ ରଥଖଳା ପ୍ରସ୍ତୁତ ହେବ ବୋଲି କୁହାଯାଉଛି। ରାମନବମୀରେ ରଥକାଠ ଚିରଟ ପାଇଁ କଟକ ସରକାରୀ କରତକଳକୁ ଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe