ପୁରୀ ହିଂସା ଘଟଣାରେ ଆଉ ଜଣେ ଗିରଫ

Advertisment
ପୁରୀ ହିଂସା ଘଟଣାରେ ଆଉ ଜଣେ ଗିରଫ

ପୁରୀ : ପୁରୀ ହିଂସା ଘଟଣାରେ ଟାଉନ ଥାନା ପୁଲିସ ଆଜି ଆଉ ଜଣକୁ ଗିରଫ କରିଛି। ସେ ହେଲା ବାସେଳି ସାହି ଥାନା ବିନ୍ଧେଇବସ୍ତ ଅଞ୍ଚଳର କାର୍ତ୍ତିକ ସାହୁ (୩୧)। କାର୍ତ୍ତିକ ରାଜସ୍ବ ମନ୍ତ୍ରୀଙ୍କ ଘରେ ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ଥିଲା ବୋଲି ପୁଲିସ କହିଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଧାରରେ ପୁଲିସ ଆଜି କାର୍ତ୍ତିକକୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାଯୋଗ୍ୟ, ପୁରୀ ହିଂସାକାଣ୍ଡ ମାମଲାରେ ପୁଲିସ ଏଯାବତ ୧୦୮ ଜଣଙ୍କୁ ଗିରଫ କରି ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe