ଯାଜପୁର ସହରରୁ ଅଜଗର ଉଦ୍ଧାର

Advertisment
ଯାଜପୁର ସହରରୁ ଅଜଗର ଉଦ୍ଧାର

ଯାଜପୁର: ଯାଜପୁର ଟାଉନ ଅଂଚଳରୁ  ଆଜି ରାତିରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସହରର ଦେବୀଗଡା ଘାଟ ନିକଟରୁ ସାପଟିକୁ ଉଦ୍ଧାର କରାଯାଇଛି। ବୈତରଣୀରେ ବନ୍ୟା ଆସିଥିବା ବେଳେ କୈଣସି ପ୍ରକାର ସାପଟି ବନ୍ୟା ଜଳରେ ଆସିଥିବା ଜଣାଯାଇଛି। ତେବେ ସାପଟି ନଦୀରୁ ଉପରକୁ ଉଠି ଆସି ସହର ମୁହାଁ ହୋଇଥିଲା। ସ୍ଥାନୀୟ ଲୋକ  ସାପଟିକୁ ଦେଖି ସ୍ନେକ ହେଲପ ଲାଇନକୁ ଖବର ଦେଇଥିଲେ। ସେମାନେ ପହଂଚି ସାପଟିକୁ ନେଇ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe