ଭାଇ-ଭାଇ ବଚସା, ଗାଡ଼ି ପୋଡ଼ାଜଳା

Advertisment
ଭାଇ-ଭାଇ ବଚସା, ଗାଡ଼ି ପୋଡ଼ାଜଳା

ବରପାଲି : ବରପାଲି ଥାନା ଅନ୍ତର୍ଗତ କନବାର ଠାରେ ସୁବ୍ରତ ପଧାନ ଓ ଦିଲିପ ପଧାନ ଦୁହି ଭାଇଙ୍କ ଭିତରେ ବଚସା ଉଗ୍ର ରୂପ ଧାରଣ କରିଛି। ଉଭୟଙ୍କ ଭିତରେ ଗଣ୍ଡଗୋଳ ଏବଂ ମାଡ୍‌ପିଟ୍‌ ହୋଇଥିଲା। ଏପରିକି ପରସ୍ପର ମଧ୍ୟରେ ପ୍ରବଳ ତିକ୍ତତା କାରଣରୁ ଗୋଟିଏ କାର୍‌ ଓ ୨ଟି ବାଇକ୍‌ ପୋଡ଼ି ଯାଇଛି।

ବାହାର ଇଲାକାରୁ କିଛି ଯୁବକ ଏହି ମାମଲାରେ ଅଯଥା ହସ୍ତ‌କ୍ଷେପ କରିବାରୁ ମାମଲା ଆହୁରି ବିଗିଡ଼ି ଯାଇଥିଲା। ମାଡ୍‌ପିଟ୍‌ରେ ଜଣେ ବ୍ୟକ୍ତିର ଅଣ୍ଟାରେ  ମାଡ଼ ହେବା ଫଳରେ ସେ ଗୁରୁତର ଥିବା ଜଣାପଡ଼ିଛି।  ବରପାଲି ଥାନାରେ ବୁଧବାର  ଲିଖିତ ଅଭିଯୋଗ ପରେ ପୁଲିସ୍‌ ମାମଲାର ଛାନ୍‌ଭିନ୍‌ରେ ଲାଗିପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe