କେ.ରବି କୁମାର ସମ୍ବର୍ଦ୍ଧିତ

Advertisment
କେ.ରବି କୁମାର ସମ୍ବର୍ଦ୍ଧିତ

କଟକ: ପୁଲିସ ଡିଏସ୍‌ପି କେ. ରବି କୁମାର ଏବଂ କନେଷ୍ଟବଳ ଅମ୍ବାଳିକା ଜେନାଙ୍କୁ ପୁଲିସ ଡିଜି ଡାକ୍ତର ଆର୍‌.ପି.ଶର୍ମା ବକ୍ସିବଜାରସ୍ଥିତ ପୁଲିସ ମୁଖ୍ୟଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ପୁନେଠାରେ ଚାଲିଥିବା ୬୬ ତମ ସର୍ବ ଭାରତୀୟ ପୁଲିସ କୁସ୍ତି କ୍ଲଷ୍ଟର ପ୍ରତିଯୋଗୀତାରେ ଓଡ଼ିଶା ପୁଲିସର ଉକ୍ତ ଦୁଇ ଜଣ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପୁଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଜି ଅମିତାଭ ଠାକୁର ଏବଂ କ୍ରୀଡ଼ା ଅଧିକାରୀ ବିଭୁତି ଭୂଷଣ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe