ରବି ମଲ୍ଲିକ ଓ ଅରୁଣ ପଣ୍ଡା ବିଜେଡିରୁ ବହିଷ୍କୃତ

Advertisment
ରବି ମଲ୍ଲିକ ଓ ଅରୁଣ ପଣ୍ଡା ବିଜେଡିରୁ ବହିଷ୍କୃତ

ଭୁବନେଶ୍ବର : କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଓ ଗଞ୍ଜାମର ବିଜେଡି ନେତା ଅରୁଣ ପଣ୍ଡାଙ୍କୁ ଦଳ ସଭାପତି ନବୀନ ପଟ୍ଟନାୟକ ଆଜି ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ବହିଷ୍କାର କରିଛନ୍ତି। ଦୁଇନେତାଙ୍କ ବହିଷ୍କାର ନେଇ ବିଜେଡି ପକ୍ଷରୁ ପ୍ରେସ୍ ଇସ୍ତାହାରରେ ଜଣାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe