ବ୍ରଜରାଜନଗର ବିଜେପି ପ୍ରାର୍ଥିନୀ ରାଧାରାଣୀଙ୍କ ସମ୍ପତ୍ତି ୩ କୋଟି

Advertisment
ବିରୋଧୀଙ୍କ ଅଭିଯୋଗ: ବିଜେଡି ବିଜୟ ପଛରେ ଇଭିଏମ୍‌ ଟାମ୍ପରିଂ, ବୁଥ୍‌ ରିଗିଂ

ବ୍ରଜରାଜନଗର ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ହେଉଛି ୩ କୋଟି ୨୦ ଲକ୍ଷ ୪୪ ହଜାର ୧୭୬ ଟଙ୍କା। ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କ‌ୋଟି ୨୭ ଲକ୍ଷ ୨୪ ହଜାର ୧୭୬ ହୋଇଥିବାବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୯୩ ଲକ୍ଷ ୨୦ ହଜାର ଟଙ୍କା ସତ୍ୟପାଠରେ ଉଲ୍ଲେଖ ଅଛି। ଗତ ନିର୍ବାଚନରେ ତାଙ୍କ ସଂପତ୍ତି ମୂଲ୍ୟ ୧ କୋଟି ୭୩ଲକ୍ଷ ଟଙ୍କା ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe