ଆସନ୍ତା ୨୮ରେ ଓଡିଶା ଆସିପାରନ୍ତି ରାହୁଲ ଗାନ୍ଧୀ

Advertisment
କଂଗ୍ରେସ-ଆପ୍‌ ଏକତା ପାଇଁ ଆହ୍ବାନ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୮ରେ ଓଡିଶା ଆସିପାରନ୍ତି ରାହୁଲ ଗାନ୍ଧୀ | କଟକ ଜିଲ୍ଲା ସାଲେପୁରରେ ବିଶାଳ ସମାବେଶ କରିବାର ସମ୍ଭାବନା ଥିବାବେଳେ ରାୟଗଡା, ବ୍ରହ୍ମପୁରରେ ମଧ୍ୟ କଂଗ୍ରେସ ପାଇଁ ରାହୁଲ ପ୍ରଚାର କରିବେ | ଓଡିଶା ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି |

ସେ କହିଛନ୍ତି ଯେ ଆସନ୍ତାକାଲି ଭିତରେ ରାହୁଲଙ୍କ କାର୍ଯ୍ୟକ୍ରମ ଫାଇନାଲ ହେବ | ସେହିପରି ବଲାଙ୍ଗୀରକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ନବରଙ୍ଗପୁରରେ ପ୍ରିୟଙ୍କା ଗାନ୍ଧୀ ଆସି ପ୍ରଚାର କରିବା ପାଇଁ ଅନୁରୋଧ କରାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe