ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ

Advertisment
ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ

ବରଗଡ଼ : ଜାତୀୟ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଶୁକ୍ରବାର ବରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି। ପୂର୍ବରୁ ଉପାଧ୍ୟକ୍ଷ ଥିବାବେଳେ ରାହୁଲ ବରଗଡ଼ ଜିଲ୍ଲା ଆସି ୭କିଲୋମିଟର୍‌ ପଦଯାତ୍ରା କରିଥିଲେ। ଶୁକ୍ରବାର ରାୟପୁରରୁ ହେଲିକପ୍ଟରରେ ବାହାରି ବରଗଡ଼ ସହର ନିକଟସ୍ଥ ସରସରା ଗାଁ ପଡ଼ିଆଠାରେ ଅପରାହ୍ନରେ ରାହୁଲ ଓହ୍ଲାଇବେ। ଦିନ ଗୋଟାଏରୁ ଏକ ଘଣ୍ଟାରୁ ଅଧିକ ସମୟ ସେ ପରିବର୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ। ଅନ୍ୟପକ୍ଷରେ ଗୁରୁବାର ସଂଧ୍ୟାରେ କଂଗ୍ରେସ ବରଗଡ଼ଠାରେ ବାଇକ୍‌ ରାଲି କରି ଶକ୍ତି ପ୍ରଦର୍ଶନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe