ରେଳବାଇ ନାଟକ ପ୍ରତିଯୋଗିତା ଉଦ୍‌ଯାପିତ

Advertisment
ରେଳବାଇ ନାଟକ ପ୍ରତିଯୋଗିତା ଉଦ୍‌ଯାପିତ

????????????????????????????????????

ଭୁବନେଶ୍ୱର: ତିନିଦିନ ଧରି ଚାଲିଥିବା ଅନ୍ତଃରେଳବାଇ ସାଂସ୍କୃତିକ (ନାଟକ) ପ୍ରତିଯୋଗିତା ସୋମବାର ଦିନ ସ୍ଥାନୀୟ ରେଳ ସଭାଗାରଠାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଉତ୍ତରପୂର୍ବ ସୀମାନ୍ତ ରେଳପଥ, ଗୌହାଟି ଚାମ୍ପିଅନ୍‌ ହୋଇଛି। କେନ୍ଦ୍ରୀୟ ରେଳବାଇ ଓ ବାରଣାସୀ ଡିଏଲ୍‌ଡବ୍ଲ୍ୟୁ ଯଥାକ୍ରମେ ପଥମ ଓ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଉମେଶ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳ ଓ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ପ୍ରଧାନ ମୁଖ୍ୟ କାର୍ମିକ ଅଧିକାରୀ ମଞ୍ଜୁ ରାୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe