ରାଜଭବନରେ ପ୍ରବେଶ ଉପରେ କଟକଣା

Advertisment
କୁଳପତିଙ୍କ ଛୁଟିରେ ରାଜଭବନର କଟକଣା: ମୁଖ୍ୟାଳୟ ଛାଡ଼ିଲେ କାରଣ ଦର୍ଶାଇବେ

The Samikhsya

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ରାଜଭବନରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମାର୍ଗଦର୍ଶିକା ଆଧାରରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଆବଶ୍ୟକ ସ୍ଥଳେ ଟେଲିଫୋନ୍‌/ଫ୍ୟାକ୍ସ/ଇମେଲ୍‌(govodisha@nic.in) ଯୋଗେ ରାଜଭବନ ସହ ଯୋଗାଯୋଗ କରିବାକୁ ରାଜଭବନ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe