୮୧ ବର୍ଷ ବୟସରେ ପଦାର୍ପଣ ‌କଲେ ବିଶିଷ୍ଟ ସ୍ତମ୍ଭକାର ରାଜେନ୍ଦ୍ର ନାରାୟଣ ଦାସ

Advertisment
୮୧ ବର୍ଷ ବୟସରେ ପଦାର୍ପଣ ‌କଲେ ବିଶିଷ୍ଟ ସ୍ତମ୍ଭକାର ରାଜେନ୍ଦ୍ର ନାରାୟଣ ଦାସ

ଭୁବନେଶ୍ବର : ପ୍ରବାସରେ ରହି ମଧ୍ୟ ଓଡ଼ିଶାକୁ ଅତି ପାଖରୁ ଦେଖୁଥିବା ତଥା ଓଡ଼ିଶାର ସମାଜ, ସଂସ୍କୃତି, ସାହିତ୍ୟ ଓ ରାଜନୀତି ଖବର ଜାଣିବାକୁ ଆଗ୍ରହ ପ୍ରକାଶ କରୁଥିବା ବିଶିଷ୍ଟ ସ୍ତମ୍ଭକାର ରାଜେନ୍ଦ୍ର ନାରାୟଣ ଦାସଙ୍କୁ ଆଜି (୪ ତାରିଖ) ଅଶୀ ବର୍ଷ ପୂରିଲା। ଏଇ ଅବସରରେ ‘ସମ୍ବାଦ’ ପରିବାର ଶ୍ରୀ ଦାସଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe