ରାଜେଶ କୁମାର ୟୁକୋ ବ୍ୟାଙ୍କ ସମ୍ବଲପୁର ଆଞ୍ଚଳିକ ମୁଖ୍ୟ

ରାଜେଶ କୁମାର ୟୁକୋ ବ୍ୟାଙ୍କ ସମ୍ବଲପୁର ଆଞ୍ଚଳିକ ମୁଖ୍ୟ

ସମ୍ବଲପୁର: ୟୁକୋ ବ୍ୟାଙ୍କ୍‌ ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ମୁଖ୍ୟ ଭାବେ ରାଜେଶ କୁମାର ଦାୟିତ୍ବ ଗ୍ରହଣ କରିଛନ୍ତି।

୨୦୦୬ ମସିହାରେ ବ୍ୟାଙ୍କ୍‌ କ୍ଷେତ୍ରରେ ଯୋଗ ଦେଇଥିବା ରାଜେଶ ଏହା ପୂର୍ବରୁ କୋଲକାତା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ସେ କାର୍ଯ୍ୟ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe